ଫୁଲ ଫୁଟା ଗଂଧରେ ପ୍ରୀତି ନାହିଁ ଝରଣା ଗାଉନି କବିତା ସବୁଜ ଦୃଶ୍ୟ ରେ ଜଳୁଚି ନିଆଁ ଫୁଲ ଫୁଟା ଗଂଧରେ ପ୍ରୀତି ନାହିଁ ଝରଣା ଗାଉନି କବିତା ସବୁଜ ଦୃଶ୍ୟ ରେ ଜଳୁଚି ନିଆଁ
ସପନ ଦେଖିଥିଲି ତତେ ନେଇ ହେବାକୁ ସଂପୂର୍ଣ୍ଣା ନାରୀ, ନାରୀ ତ କରେଇଦେଲୁନି କରିଦେଲୁ ଦୁଃଖର ନାଉରି.. ସୁଖ କଣ ଜାଣିବା... ସପନ ଦେଖିଥିଲି ତତେ ନେଇ ହେବାକୁ ସଂପୂର୍ଣ୍ଣା ନାରୀ, ନାରୀ ତ କରେଇଦେଲୁନି କରିଦେଲୁ ଦୁଃଖର ନା...
ନିଜଠୁ ଯାଇଛି ହାରି ନିଜଠୁ ଯାଇଛି ହାରି
ଆଇନାର ଦୁଖଃ ଆଇନାର ଦୁଖଃ
ଲୁହ ପିଇଗଲା ଓଠ ସତମନର ଦୁଃଖ ନେଇପାରିଲା ନାହିଁ... ଲୁହ ପିଇଗଲା ଓଠ ସତମନର ଦୁଃଖ ନେଇପାରିଲା ନାହିଁ...
ଦୁଃଖ ଦିଏ ମଣିଷକୁ ଯାତନା ଅନେକ ଦୁଃଖୀର ଆଖିରୁ ଝରେ ତତଲା ଲୋତକ । ଦୁଃଖ ଦିଏ ମଣିଷକୁ ଯାତନା ଅନେକ ଦୁଃଖୀର ଆଖିରୁ ଝରେ ତତଲା ଲୋତକ ।